ଚାଲ ବୁଲିଯିମା କଳାହାଣ୍ଡି କେ.. ଆଲବମ ମୁକ୍ତିଲାଭ

ଭୁବନେଶ୍ୱର: ଆଜି ପବିତ୍ର ଦୀପାବଳି ଅବସରରେ ସତ୍ୟବ୍ରତ ଦାସଙ୍କ “”ଚାଲ ବୁଲିଯିମା କଳାହାଣ୍ଡି କେ “”ର ଭିଡ଼ିଓ ଆଲବମ ମାନ୍ୟବର ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଙ୍କ କର କମଳ ରେ ମୁକ୍ତିଲାଭ କରିଛି । ଭବାନୀପାଟଣା ବିଜୁକଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ଦୁଷ୍ମନ୍ତ ନାୟକ, ଶିକ୍ଷ୍ୟବିତ ଉମେଶ୍ଚନ୍ଦ୍ର ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here