ନିୟମିତ ପୋଦିନା ଖାଇବା ଦ୍ୱାରା କି କି ଲାଭ ମିଳେ ଆସନ୍ତୁ ଜାଣିବା….

ଭୁବନେଶ୍ୱର: ଗରମ ଦିନରେ ଲୋକମାନେ ଅଧିକ ମାତ୍ରାରେ ପୋଦିନା ଖାଆନ୍ତି । ପୋଦିନା ପତ୍ରରେ ଚଟଣି ଓ ଜୁସ୍ ଆଦି ପ୍ରସ୍ତୁତ କରାଯାଏ । ଗରମ ଦାଉରୁ ରକ୍ଷା କରେ ଏହି ପୋଦିନା । କେବଳ ଏତିକି ନୁହେଁ ନିୟମିତ ପୋଦିନା ପତ୍ର ଖାଇବା ଦ୍ୱାରା କେତେକ ଗମ୍ଭୀର ରୋଗ ଆରୋଗ୍ୟ ହୁଏ । ଏହି ପତ୍ରକୁ ଉଭୟ ଶୁଖିଲା ଓ ସତେଜ ଅବସ୍ଥାରେ ବ୍ୟବହାର କରିହେବ । ନିୟମିତ ପୋଦିନା ଖାଇବା ଦ୍ୱାରା କି କି … Continue reading ନିୟମିତ ପୋଦିନା ଖାଇବା ଦ୍ୱାରା କି କି ଲାଭ ମିଳେ ଆସନ୍ତୁ ଜାଣିବା….