ଆସନ୍ତୁ ଜାଣିବା ପିସ୍ତା ଖାଇବାର ଲାଭ କ’ଣ?

ଭୁବନେଶ୍ଵର : ଡ୍ରାଏ ଫ୍ରୁଟ୍ ମଧ୍ୟରେ ଲୋକେ ପିସ୍ତା ବାଦାମ ଖାଇବାକୁ ବେଶୀ ପସନ୍ଦ କରନ୍ତି । ପିସ୍ତା ଖାଇବା ଦ୍ୱାରା ଶରୀରର ଅନେକ ରୋଗ ଭଲ ହୋଇଥାଏ। ଏଥିରେ ଫାଇବର, ଭିଟାମିନ୍ କେ, ଭିଟାମିନ୍ ବି -୬, ଭିଟାମିନ୍ ଡି, ଭିଟାମିନ୍ ଇ, ଭିଟାମିନ୍ ସି, କାର୍ବୋହାଇଡ୍ରେଟ୍, ଆମିନୋ ଏସିଡ୍, ଭିଟାମିନ୍-ଏ, ପ୍ରୋଟିନ୍, କ୍ୟାଲସିୟମ୍, ମାଙ୍ଗାନିଜ୍ ଓ ଫୋଲେଟ୍ ପରି ଭିଟାମିନ ପିସ୍ତାରେ ପ୍ରଚୁର ପରିମାଣରେ ମିଳିଥାଏ । ପିସ୍ତା ଖାଇବା ଦ୍ବାରା ଶରୀରରେ ହିମୋଗ୍ଲୋବିନର … Continue reading ଆସନ୍ତୁ ଜାଣିବା ପିସ୍ତା ଖାଇବାର ଲାଭ କ’ଣ?