ଆସନ୍ତୁ ଜାଣିବା ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ କିଛି ଅକୁହା କଥା…..

ନୂଆଦିଲ୍ଲୀ: ଯେତେବେଳେ ସ୍ୱାମୀ ବିବେକାନନ୍ଦଙ୍କର ୦୪ ଜୁଲାଇ ୧୯୦୨ ରେ ମୃତ୍ୟୁ ହୋଇଥିଲା, ସେତେବେଳେ ତାଙ୍କର ବୟସ ପ୍ରାୟ ୩୯ ବର୍ଷ ୦୫ ମାସ ଥିଲା । ଯଦିଓ ସେ ପୂର୍ବରୁ କହିଥିଲେ ଯେ ସେ ୪୦ ବର୍ଷରୁ ଅଧିକ ବଞ୍ଚିବେ ନାହିଁ । ସେ କିଛି ରୋଗରେ ପୀଡିତ ଥିଲେ, ଯାହା ପରେ ତାଙ୍କ ମୃତ୍ୟୁର କାରଣ ପାଲଟିଥିଲା ​​। ଯଦିଓ ତାଙ୍କ ଶିଷ୍ୟମାନଙ୍କ ଅନୁଯାୟୀ ସେ ମହାସମାଧୀ ନେଇଯାଇଥିଲେ । ସ୍ୱାମୀ ବିବେକାନନ୍ଦ ୪ … Continue reading ଆସନ୍ତୁ ଜାଣିବା ସ୍ୱାମୀ ବିବେକାନନ୍ଦଙ୍କ ବିଷୟରେ କିଛି ଅକୁହା କଥା…..