30.1 C
Bhubaneswar
Thursday, April 25, 2024
Homeଓଡିଶାକାମ ସ୍ଥଗିତ ରଖାଯାଉ –ବିଜେପି

କାମ ସ୍ଥଗିତ ରଖାଯାଉ –ବିଜେପି

ପୁରୀ : ପ୍ରେସମିଟରେ ରାଜ୍ୟ ବିଜେପି ମୁଖ ପାତ୍ର ଯତୀନ ମହାନ୍ତି ଙ୍କ ମନ୍ତବ୍ୟ । ରାଜ୍ୟ ସରକାର ଙ୍କ ଉପରେ ବର୍ଷିଲେ ଯତୀନ ମହାନ୍ତି । ଶ୍ରୀ ମନ୍ଦିରରେ କଣ କାମ ହେଉଛି, କି କାମ ହେଉଛି, ସ୍ପଷ୍ଟ ନୁହେଁ । ସରକାର କଣ କରୁଛନ୍ତି, କଣ କରିବାକୁ ଯାଉଛନ୍ତି , ସ୍ପଷ୍ଟ କରନ୍ତୁ । ଏଏସଆଇ ଅନୁମତି ନ ଥିବାରୁ କାମ ବେଆଇନ ବୋଲି ମନେ କରୁଛୁ । ବିକାଶ କୁ ଆମେ ବିରୋଧ କରୁନୁ , କିନ୍ତୁ ଆଇନ ଅନୁସାରେ ହେଉ । ଏବେ କାମ ସ୍ଥଗିତ ରଖାଯାଉ , ଅନୁମତି ମିଳିଲା ପରେ ହେଉ । ଆବଶ୍ୟକ ଅନୁମତି ମିଳିଲା ପରେ କାମ କରାଯାଉ । ଶ୍ରୀ ମନ୍ଦିର ସ୍ଥିତି କେମିତି ଅଛି, ସମ୍ପୁର୍ଣ୍ଣ ଟେକନିକାଲ ଇଭାଲୁଏସନ ହେଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking