34.1 C
Bhubaneswar
Thursday, April 25, 2024
Homeଓଡିଶାମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯାଉ

ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରାଯାଉ

ଭୁବନେଶ୍ୱର : ମମିତା ମେହେର ହତ୍ୟା ଘଟଣା । ହତ୍ୟାକାଣ୍ଡ ପଛରେ ମୁଖ୍ୟ ଅଭୀଯୁକ୍ତକୁ ସୁରକ୍ଷା ଦେବାରେ ସନ୍ଦେହ ଘେରରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଦିବ୍ୟଶଙ୍କର ମିଶ୍ର ମୟୁରଭଞ୍ଜ ଗସ୍ତ ଥିଲା ହେଲେ ସେ ଗଲେ ନାହିଁ । ଏଥିରୁ ସ୍ପଷ୍ଟ ଯେ ଏବେ ନବୀନ ବାବୁ ଦିବ୍ୟଶଙ୍କରଙ୍କୁ ନିଜ ପାଖରେ ଦେଖିବାକୁ ଚାହୁଁନାହାନ୍ତି । ୨୦୧୩ ରେ ନୂଆ କରି ଗଢି ଉଠିଥିବା ଏକ ସଂସ୍ଥାରେ କେମେଷ୍ଟ୍ରି ପେପର ଲିକ ହୋଇଥିଲା। ଏହାର ଚେର ମହାଲିଙ୍ଗ କଲେଜ ବୋଲି ଜଣା ପଡିଥିଲା।
କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କଲା । ଓ ବଡ଼ ରାକେଟ କାମ କରୁଥିବା କହିଥିଲା । କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକ ସମ୍ବାଦିକ ସମ୍ମିଳନୀ କରି କହିଛନ୍ତି କଳାହାଣ୍ଡିରେ ୫ ହଜାରରୁ ଅଧିକ ସ୍କୁଲରେ ପିଲା ବିପଦ ସଂକୁଳ ଅବସ୍ଥାରେ ପଢୁଛନ୍ତି ।ହେଲେ କେଉଁ ପରିସ୍ଥିତିରେ ପଶ୍ଚିମଓଡ଼ିଶା ବିକାଶ ପରିଷଦ ଓ ଏମଏଲଏ ଏମପିଙ୍କୁ ଟଙ୍କା ଦିଆଯାଇଛି ତାହାର ଜବାବ ଦିଅନ୍ତୁ ସରକାର। ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରୁ ବରଖାସ୍ତ କରିବା ସହ ତଦନ୍ତ ପରିସର ଭୁକ୍ତ କରାଯାଉ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking