ଆବାସ କେଳେଙ୍କାରୀର ତଦନ୍ତ ହେଉ : ନଡ୍ଡା

ଭବାନୀପାଟଣା: ଭବାନୀପାଟଣାରେ ବିଜେପୀ ସଭାପତି ଜେନି ନଡ୍ଡାଙ୍କ ଉଦ୍‌ବୋଧନ । ଓଡିଶାରେ ୨୩ ବର୍ଷ ହେଲା ନବୀନ ସରକାର ଚାଲିଛି । ଓଡିଶା ସବୁଠାରୁ ପଛୁଆ ଗରିବ ରାଜ୍ୟ ଭାବେ ପରିଚିତ ହେଉଛି । ଓଡିଶାରେ ୩.୫କୋଟି ଲୋକଙ୍କୁ ମୋଦି ରାସନ ଦେଉଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀଙ୍କୁ ଘର ମିଳୁନି । ଯେଉଁମାନେ ପ୍ରକୃତ ହିତାଧିକାରୀ ସେମାନେ ଘର ପାଉନାହାନ୍ତି । ମୁଁ କେନ୍ଦ୍ରମନ୍ତ୍ରୀଙ୍କୁ କହିବି ଏହାର ତଦନ୍ତ କରାଯାଉ ବୋଲି କହିଛନ୍ତି ସଭାପତି … Continue reading ଆବାସ କେଳେଙ୍କାରୀର ତଦନ୍ତ ହେଉ : ନଡ୍ଡା