30.1 C
Bhubaneswar
Wednesday, April 24, 2024
Homeଓଡିଶା୨୨ରୁ +୨ ପ୍ରଥମ ବର୍ଷ ପାଠପଢା

୨୨ରୁ +୨ ପ୍ରଥମ ବର୍ଷ ପାଠପଢା

ଭୁବନେଶ୍ୱର : ଆସନ୍ତା ୨୨ ତାରୁଖରୁ ଯୁକ୍ତ ୨ ପ୍ରଥମ ବର୍ଷ ପିଲାଙ୍କ ପାଠପଢା । ଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ସାଢେ ୩ ଲକ୍ଷ ପିଲା ନାମ ଲେଖାଇ ସାରିଥିବା ବେଳେ ୨୨ ରୁ ଆରମ୍ଭ ହେବ ପାଠପଢା ।ତେବେ କରୋନା ସଂକ୍ରମଣ ପାଇଁ ଦୀର୍ଘ ୨ ବର୍ଷରୁ ଉର୍ଦ୍ଧ ହେବ ବନ୍ଦ ରହିଥିବା +୨ ପରିକ୍ଷା ପରୀକ୍ଷା ଚଳିତ ଥର ଅଫ୍ ଲାଇନ୍ରେ ହୋଇଥିଲା । ଯେଉଁଥିରେ ମୋଟ୍ ୩ ଲକ୍ଷ ୨୧ ହଜାର ୫୦୮ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିଲେ ଜ୍ଝଏଥିମଧ୍ୟରୁ କଳାରେ କେବଳ ୨ ଲକ୍ଷ ୧୩ ହଜାର ୪୩୨ ଜଣ ପରୀକ୍ଷାର୍ଥୀ ପରିକ୍ଷା ଦେଇଥିବା ବେଳେ ବାଣିଜ୍ୟରେ ମଧ୍ୟ ୨୪ ହଜାରରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ। ସେହିପରି ବିଜ୍ଞାନରେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଥିଲା । ଏଥିନେଇ ୧୦୩୩ ଟି ପରୀକ୍ଷାକେନ୍ଦ୍ର ସ୍ଥାପନ କରାଯାଇଥିଲା । ପ୍ରଶ୍ନ ପତ୍ର ଗୁଡ଼ିକୁ ସୁରକ୍ଷିତ ରଖିବା ପାଇଁ ୨୦୨ଟି ନୋଡାଲ ସେଣ୍ଟର ମଧ୍ୟ ସ୍ଥାପନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking