30.1 C
Bhubaneswar
Wednesday, April 24, 2024
Homeଓଡିଶାକଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

କଲରାପତରିଆ ବାଘ ଛାଲ ଜବତ, ଜଣେ ଗିରଫ

ସମ୍ବଲପୁର : କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ କବଜାରେ ବାଘ ଛାଲ ସ୍ମଗଲର। ଗୋଟିଏ କଲରାପତରିଆ ବାଘ ଛାଲ ଜବତ ସହ ଜଣଙ୍କୁ ଗିରଫ କଲା କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫ୍‌। ସମ୍ବଲପୁର-ସୋନପୁର ସୀମା ଅଞ୍ଚଳରୁ ଜବତ କରଯାଇଛି। ଡିଲ୍‌ ବେଳେ ସୂଚନା ପାଇ ଏସ୍‌ଟିଏଫ୍‌ ପକ୍ଷରୁ ଚଢାଉ କରାଯାଇଥିଲା। ତେବେ ଏହା କେଉଁଠୁ ଆସୁଥିଲା କେଉଁଠିକୁ ଚାଲାଣ ହେଉଥିଲା ସେନେଇ ଅଧିକ କୋଲତାଡ ଜାରି ରହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking