ଆଜିଠୁ ଆରମ୍ଭ ବିଧାନସଭା ଅଧିବେଶନ

ଭୁବନେଶ୍ୱର : ରାଜ୍ୟରେ ବିଜେପି ସରକାର ଗଠନ ହେବା ପରେ ଏହା ହେଉଛି ପ୍ରଥମ ବିଧାନସଭା ଅଧିବେଶନ। ତେବେ ଆଜିଠୁ ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆରମ୍ଭ ହେବ । ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ ଶପଥ ଗ୍ରହଣ କରିବେ । ୨୦ ତାରିଖରେ ବାଚସ୍ପତି ନିର୍ବାଚନ ହେବ । ଚଳିତ ଥର ବିଧାନସଭାରେ ୮୨ ଜଣ ନୂଆ ବିଧାୟକ ଶପଥ ନେବେ । ତେବେ ତିନିଦିନ ଧରି ଅଧିବେଶନ ହେବ ଏବଂ ସେପାଇଁ କଡ଼ା … Continue reading ଆଜିଠୁ ଆରମ୍ଭ ବିଧାନସଭା ଅଧିବେଶନ