ଦ୍ରାବିଡଙ୍କ ସ୍ଥାନ ନେଇପାରନ୍ତି ଲକ୍ଷ୍ମଣ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଚଳିତ ବିଶ୍ୱକପ୍ ସହ ଶେଷ ହେବ । ଏହି ଦାୟିତ୍ୱ ପାଇଁ ଦ୍ରାବିଡ ଚାହିଁଲେ ପୁନଃ ଆବେଦନ କରି କାର୍ଯ୍ୟକାଳ ବଢ଼ାଇ ପାରିବେ । ଯଦି ସେ ପୁଣିଥରେ ଟିମ୍ ଇଣ୍ଡିଆ କୋଚ୍ ହେବାକୁ ନଚାହିଁବେ ତେବେ ତାଙ୍କ ସ୍ଥାନରେ ଅନ୍ୟତମ ଭାରତୀୟ ଶ୍ରେଷ୍ଠ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ ଏହି ସ୍ଥାନ ନେବେ ବୋଲି ଜଣାପଡିଛି । ଏବେ ଜାତୀୟ କ୍ରିକେଟ୍ ଏକାଡେମୀର … Continue reading ଦ୍ରାବିଡଙ୍କ ସ୍ଥାନ ନେଇପାରନ୍ତି ଲକ୍ଷ୍ମଣ