ଓକିଲ ଆନ୍ଦୋଳନ ଘଟଣା : ଆଉ ୮ ଜଣ ଗିରଫ

ସମ୍ବଲପୁର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆନ୍ଦୋଳନ କରି ବିଚାରପତିଙ୍କ ଚାମ୍ବରରେ ପଶି ବ୍ୟାପକ ଭଙ୍ଗାରୁଜା ଓ ହିଂସା ମାମଲାରେ ଆଉ ୮ଜଣଙ୍କୁ ବାନ୍ଧିଛି ପୁଲିସ। ସମ୍ବଲପୁର ଓକିଲ ସଂଘ ସଭାପତି ସୁରେଶ୍ୱର ମିଶ୍ର ଓ ଜିଲ୍ଲା ଓକିଲ ସଂଘ କ୍ରିୟାନୁଷ୍ଠାନ କମିଟି ଅଧ୍ୟକ୍ଷ ପ୍ରଦୀପ ବହିଦାରଙ୍କ ସମେତ ୮ ଜଣ ଓକିଲଙ୍କୁ ଗତକାଲି ବିଳମ୍ବିତ ରାତିରେ ପୁଲିସ ଗିରଫ କରିଥିବା ଜଣାଯାଇଛି। ସିସିଟିଭି ଫୁଟେଜରୁ ମିଳିଥିବା ତଥ୍ୟ ଆଧାରରେ ପୁଲିସ ଅନ୍ୟ ଆନ୍ଦୋଳନକାରୀମାନଙ୍କୁ … Continue reading ଓକିଲ ଆନ୍ଦୋଳନ ଘଟଣା : ଆଉ ୮ ଜଣ ଗିରଫ