ଓଡିଶାରେ ବିଧିବ୍ୟବସ୍ଥା କିଛି ଭଲ ନାହିଁ: ନିତ୍ୟାନନ୍ଦ ରାୟ

ଭୁବନେଶ୍ୱର: ଓଡିଶା ଗସ୍ତରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ । ହିନ୍ଦୋଳରେ ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ଯୋଗଦେବେ । ଭୁବନେଶ୍ୱର ବିମାନ ବନ୍ଦରରେ ପଂହଚିବା ପରେ ନିତ୍ୟାନନ୍ଦ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଗତ ନିର୍ବାଚନ ଠାରୁ ୨୦୨୪ରେ ଅଧିକ ବହୁମତ ପାଇବ ବିଜେପି । ଓଡିଶାରେ ବିଧିବ୍ୟବସ୍ଥା କିଛି ଭଲ ନାହିଁ, ଲୋକେ ଭରେ ଅଛନ୍ତି । ଓଡିଶାରେ ଯାହା ବି ବିକାଶ ହୋଇଛି ମୋଦି ସରକାର … Continue reading ଓଡିଶାରେ ବିଧିବ୍ୟବସ୍ଥା କିଛି ଭଲ ନାହିଁ: ନିତ୍ୟାନନ୍ଦ ରାୟ