32.1 C
Bhubaneswar
Thursday, March 28, 2024
Homeବ୍ରେକୀଙ୍ଗଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି: ମାଲକାନଗିରି ଛତିଶଗଡ ସୀମାନ୍ତ ସୁକୁମା ଜିଲ୍ଲା କୋଣ୍ଟା ଥାନା ଅନ୍ତର୍ଗତ ମୁରଲିଗୁଡା ପ୍ରାଥମିକ ବିଦ୍ୟାଳୟ ନିକଟରେ ନକ୍ସଲ ମାନେ ସୁରକ୍ଷା କର୍ମୀଙ୍କୁ ଟାର୍ଗେଟ କରି ଲଗାଇ ଥିବା ଲ୍ୟାଣ୍ଡମାଇନ କୁ ଆଜି ସିଆରପିଏଫ ଜବାନ ମାନେ ଉଦ୍ଧାର କରିଛନ୍ତି । 217 ସିଆରପିଏଫ ବାଟାଲିଆନ ର ଜବାନ ମାନେ ଆଜି ଅପରେସନ ପାଇଁ ଯାଇଥିବା ବେଳେ ରାସ୍ତାରେ ଏକ ତାର ଦେଖିବାକୁ ପାଇଥିଲେ ପରେ ମେଟାଲ ଡିଟେକ୍ଟର ଦ୍ବାରା ସର୍ଚ୍ଚ କରିବାରୁ ସେଠାରୁ ଲେଣ୍ଡମାଇନ ଟିକୁ ଠାବ କରିଥିଲେ । ପାଞ୍ଚ କେଜି ଓଜନର ଏହି ଲ୍ୟାଣ୍ଡମାଇନ କୁ ସିଆରପିଏଫ ଜବାନ ମାନେ ପରେ ନିଷ୍କ୍ରିୟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking