40.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗମାଲକାନାଗିରିରୁ ୫ କେଜି ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନାଗିରିରୁ ୫ କେଜି ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର

ମାଲକାନାଗିରି : ମାଲକାନାଗିରି ଜିଲ୍ଲା ଚିତ୍ରକୋଣ୍ଡା ଗୋରାସେତୁ ଜଙ୍ଗଲ ନିକଟରୁ ୫ କେଜି ଓଜନର ଲ୍ୟାଣ୍ଡମାଇନ ଉଦ୍ଧାର ହୋଇଛି । ଘଟଣା ସ୍ଥଳରୁ ମାଓ ପୋଷାକ , ୱାକି ଟକି , ପଲିଥିନ ସହ ବିଭିନ୍ନ ପ୍ରକାର ସାମଗ୍ରୀ ସୁରକ୍ଷା ବାହିନୀ ଦ୍ୱାରା ଉଦ୍ଧାର ହୋଇଛି । ଏହି ଖବର ପାଇ ବିଏସଏଫ ତରଫରୁ ଗୋରାସେତୁ ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି କରାଯାଇଥିଲା । ତେବେ ଜବାନଙ୍କୁ ଟାର୍ଗେଟ କରି ମାଓବାଦୀ ମାନେ ଏହି ଲ୍ୟାଣ୍ଡମାଇନ ଲଗାଇଥିଲେ ଯାହାକୁ ବିଫଳ କରିଛି ସୁରକ୍ଷାବାହିନୀ । ମାଓବାଦୀ ମାନେ ମାଲକାନାଗିର ଜିଲ୍ଲାରେ ଲଗାତର ଭାବେ ପୋଲିସ ଓ ନିରୀହ ଲୋକ ମାନଙ୍କୁ ଟାର୍ଗେଟ କରୁଥିଲେ ମଧ୍ୟ ଏହା ବିଫଳ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking