31.1 C
Bhubaneswar
Friday, March 29, 2024
Homeଓଡିଶାଏପ୍ରିଲ ପହିଲାରୁ ମାତ୍ର ୧ ଘଣ୍ଟା ମଧ୍ୟରେ ମିଳିବ ଜମିବାଡ଼ି କାଗଜପତ୍ର

ଏପ୍ରିଲ ପହିଲାରୁ ମାତ୍ର ୧ ଘଣ୍ଟା ମଧ୍ୟରେ ମିଳିବ ଜମିବାଡ଼ି କାଗଜପତ୍ର

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ଏପ୍ରିଲ ପହିଲାରୁ ମାତ୍ର ୧ ଘଣ୍ଟା ମଧ୍ୟରେ ମିଳିବ ଜମିବାଡ଼ି କାଗଜପତ୍ର । ସବରେଜିଷ୍ଟାରରେ ପଞ୍ଜିକରଣ ପରେ ସେହି ଦିନ ଅପରାହ୍ନରେ ହିଁ ମିଳିବ ସବୁ ତଥ୍ୟ । ଫେବୃଆରୀ ୧୦ରେ ମୋ ସରକାର ଅଧିନକୁ ଆସିବ ରାଜସ୍ୱ ବିଭାଗ । ଯେଉଁ ତହସିଲଦାରଙ୍କ କାମ ବାକି ଅଛି ସେମାନଙ୍କ ଛୁଟି ବାତିଲ କରାଯାଇଛି । ଅନେକ କଲେଜ ପ୍ରତିଷ୍ଠା ହୋଇଥିଲେ ବି ସମ୍ପୃକ୍ତ କଲେଜ ନାମରେ ଜମି ନାହିଁ । କଲେଜ ଗୁଡ଼ିକ ନିଜ ନାମରେ ଜମି କରାଇବାକୁ ଆବେଦନ ପାଇଁ ନିର୍ଦ୍ଦେଶ ହୋଇଛି । ରାଜସ୍ୱ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ଏ ନେଇ ସୂଚନା ଦେଇଛନ୍ତି ।
https://onakhabar.com/2020/01/24/sarpancha/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking