ମା ବିରଜାଙ୍କ ଲାଖବିନ୍ଧା ପ୍ରାନ୍ତରକୁ ଯାତ୍ରା କାର୍ଯ୍ୟକ୍ରମ

maa biraja lakha bindha festival

ଯାଜପୁର : ଅର୍ଦ୍ଧ ରାତ୍ରରେ ମା ବିରଜାଙ୍କ ଲାଖ ବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ମା ବିରଜାଙ୍କ ଲାଖବିନ୍ଧା କାର୍ଯ୍ୟକ୍ରମ ଵିଧି ଅନୁଯାୟୀ ଲାଖବିନ୍ଧା ପଡିଆରେ ଶନିବାର ରାତ୍ରରେ ଅନୁଷ୍ଠିତ ହୋଇଯାଇଛି । ବିରଜା କ୍ଷେତ୍ର ବ୍ୟତୀତ ଅନ୍ୟ ଶକ୍ତି ପୀଠରେ ଏପରି ଦେଖିବାକୁ ମିଳେ ନାହଁ । ମା ବିରଜାଙ୍କ ସ୍ୱତନ୍ତ ପୂଜାଵିଧି ରହିଛି ।

biraja temple jajpur

LEAVE A REPLY

Please enter your comment!
Please enter your name here