26.7 C
Bhubaneswar
Tuesday, April 16, 2024
Homeଏକ୍ସକ୍ଲୁସିଭ୍ମହିଳା ପୋଲିସ କର୍ମଚାରୀ ଚଳାଇବେ ପୋଲିସ ଗାଡି

ମହିଳା ପୋଲିସ କର୍ମଚାରୀ ଚଳାଇବେ ପୋଲିସ ଗାଡି

ସମ୍ୱଲପୁର : ଗତ କିଛିଦିନ ପୂର୍ବରୁ ମହିଳା ମାନଙ୍କ ସୁରକ୍ଷା ପାଇଁ ପୋଲିସ କମିସନରେଟ ଏକ ବଡ ପଦକ୍ଷେପ ନେଇଥିଲେ । ସେଥିରେ ପୋଲିସ କମିସନରେଟ କର୍ମଜୀବୀ ମହିଳା ଓ ଛାତ୍ରୀ ମାନଙ୍କୁ ଏସପିଓ ଭାବେ ନିଯୁକ୍ତି ଦେବା ପାଇଁ ସ୍ଥିର କରିଥିଲେ । ଏବଂ କହିଥିଲେ ମହିଳାମାନଙ୍କ ସୁରକ୍ଷା ନେଇ ସେମାନେ କାମ କରିବେ । ଆବଶ୍ୟକ ପଡ଼ିଲେ ସେମାନଙ୍କୁ ତାଲିମ ମଧ୍ୟ ପ୍ରଦାନ କରାଯିବ ବୋଲି କହିଥିବା ବେଳେ ଏବେ ସମ୍ବଲପୁରରେ ମହିଳାଙ୍କ ସୁରକ୍ଷା ପାଇଁ ମହିଳା ପୋଲିସ କର୍ମଚାରୀ ନିଜେ ପିସିଆର ଭ୍ୟାନ ଓ ବାଇକ ଚଳାଇବେ ବୋଲି ଏଭଳି ନିଷ୍ପତ୍ତି ନିଆଯାଇଛି । ଆଜି ଡିଆଇଜି ହିମାଂଶୁ ଲାଲ୍ ପିସିଆର୍ ଭ୍ୟାନ୍ ଏବଂ ବାଇକର ଆଜି ଶୁଭାରମ୍ଭ କରିଛନ୍ତି । ମୋଟ ୧୦ଟି ପିସିଆର ଭ୍ୟାନ ମଧ୍ୟରୁ ୨ଟି ଭ୍ୟାନ ମହିଳା ଡ୍ରାଇଭର ଚାଇବେ ଏବଂ ୨ଟି ବାଇକ ଚଳାଇବେ ।
https://onakhabar.com/2019/12/18/school-and-mass-education-minister-visit/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking