ଭୂକମ୍ପରେ ଥରିଲା ଲଦାଖ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଲଦାଖ । ଶନିବାର ୨ ଡିସେମ୍ବର ଅର୍ଥାତ୍ ଶନିବାର ସକାଳେ ଲଦାଖରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିଚ୍ଟର ସ୍କେଲରେ ୩.୪ ରେ ରେକର୍ଡ କରାଯାଇଥିଲା । କମ୍ ତୀବ୍ରତା ହେତୁ କମ୍ ତୀବ୍ରତା ହେତୁ କୌଣସି କ୍ଷୟକ୍ଷତି ହେବାର ସୂଚନା ମିଳି ନାହିଁ । ରାଜନୀତିରେ ପ୍ରବେଶ ଖବରକୁ ନେଇ ରିଜେକ୍ଟ କଲେ ଅଭିନେତ୍ରୀ କଙ୍ଗନା ରଣାୱତ