27.1 C
Bhubaneswar
Thursday, April 25, 2024
Homeଓଡିଶାମଜୁରୀ ବୃଦ୍ଧି ନେଇ ଶ୍ରମିକ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

ମଜୁରୀ ବୃଦ୍ଧି ନେଇ ଶ୍ରମିକ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ

କଳାହାଣ୍ଡି:ପୁଣି ମଜୁରୀ ବୃଦ୍ଧି ନେଇ ଶ୍ରମିକ ମାନେ ଉପଜିଲ୍ଲାପାଳ ଙ୍କ ଦ୍ୱାରସ୍ଥ । ଚଳିତ ଖରିଫ୍ ଋତୁ ରେ ମଣ୍ଡି ରେ ବସ୍ତା ବୋହୁଥିବା ଶ୍ରମିକ । ଆଜି ୫ ଦଫା ଦାବି ନେଇ ଉପ ଜିଲ୍ଲାପାଳ ଙ୍କ ଜରିଆ ରେ ମୁକ୍ଷ୍ୟ ମନ୍ତ୍ରୀ ଙ୍କୁ ଦେଇଛନ୍ତି ଶ୍ରମିକ । ସେମାନଙ୍କ ଦାବି ପୂରଣ ନ ହେଲେ ଆଗାମୀ ରବି ଋତୁରେ ମଣ୍ଡି ରେ ଧାନ ଉଠାଇ ନ ଦେବାକୁ ଚେତାବନୀ ଦେଇଛନ୍ତି ପୁର୍ବୁରୁ ଶ୍ରମିକ ମାନେ ବସ୍ତା ପିଛା ୧୦ ଟଙ୍କା ପାଉଥିଲେ ହେଲେ ଏବେ ପାଉନାହାନ୍ତି ବସ୍ତା ପିଛା ନ ଦେଲେ ଦୈନିକ ମଜୁରୀ ବାବଦ କୁ ୩୦୦ ଦାବି କରିଛନ୍ତି ।
https://onakhabar.com/2020/01/14/farmers-problem-9/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking