34.1 C
Bhubaneswar
Friday, March 29, 2024
Homeଅପରାଧବାଣୀବିହାର କ୍ୟାମ୍ଫସ୍‌ରେ ହତ୍ୟା

ବାଣୀବିହାର କ୍ୟାମ୍ଫସ୍‌ରେ ହତ୍ୟା

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌ରେ ଜଣେ ଶ୍ରମିକଙ୍କୁ ହତ୍ୟା କରାଯାଇଛି । ମୃତ ଶ୍ରମିକଙ୍କ ନାଁ ବୁଧୁରାମ ସିଂ ବୋଲି ଜଣାପଡ଼ିଛି । ଏନେଇ ଥାନାରେ ମାମଲା ରୁଜୁ ହେଇଛି । ମିଳିଥିବା ସୂଚନା ଅନୁଯାଇ ପଇସା ସେ ମାଗିବାରୁ ତାଙ୍କୁ ପଇସା ମିଳିନଥିଲା । ଫଳରେ ଅନେକ ଯୁକ୍ତି ତର୍କ ହେବା ଫଳରେ ତାଙ୍କୁ ପ୍ରଥମେ ଗାମୁଛାରେ ତାଙ୍କ ତଣ୍ଟି ଚିପି ହତ୍ୟା କରିବାକୁ ଚେଷ୍ଟା କରାଯାଇଥିଲା । ପରେ ଛୁରୀରେ ହତ୍ୟା କରାଯାଇଛି । ଗତ 20 ଦିନ ହବ ସେ ସେଠାରେ କାମ କରୁଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking