23.1 C
Bhubaneswar
Monday, January 24, 2022
Homeଓଡିଶାଚତୁର୍ଥ ଦିବସରେ ପହଁଚିଛି କୁରାଳ ଫାଉଣ୍ଡେସନର ସ୍ୱଚ୍ଛ ଭାରତ ଅଭିଯାନ

ଚତୁର୍ଥ ଦିବସରେ ପହଁଚିଛି କୁରାଳ ଫାଉଣ୍ଡେସନର ସ୍ୱଚ୍ଛ ଭାରତ ଅଭିଯାନ

ଭଦ୍ରକ : ଭଦ୍ରକ ଶୁଭ ପଞ୍ଚକର ଆଜି ଚତୁର୍ଥ ଦିବସରେ ଗାଁ ନାଳ ରାସ୍ତା ଉପରେ ପଡିରହି ଥିବା ଅଳିଆ ଆବର୍ଜନାକୁ ଭଦ୍ରକ ଜିଲାର କ୍ଷେତ୍ରବାସୀସାହି ଚୁନିଦାସ୍ଥିତ କୁରାଳ ପାଉଣ୍ଡେସନର କର୍ମକର୍ତ୍ତା ମାନଙ୍କ ପକ୍ଷରୁ ସଫା କରାଯିବା ସହ ଗାଁ ଗାଁ ବୁଲି କରୋନା ସଚେତନତା କରାଇଥିବାର ଦେଖିବାକୁ ମିଳିଛି । ଏହି କାର‌୍ୟ୍ୟକ୍ରମରେ କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟ,ଚୁନିଦାର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଭୀମ ଚରଣ ପରିଡା, ଯୋଗ ଗୁରୁ କାହ୍ନୁ ଚରଣ ସାହୁ, କଳାସଂଯୋଜକ ରାମଚନ୍ଦ୍ର ସାହୁ , କୁରାଳ ପାଉଣ୍ଡେସନର ସଭାପତି ଶ୍ରୀଯୁକ୍ତ ଲୋକନାଥ ବେହେରା, ସମ୍ପାଦକ ଶ୍ରୀଯୁକ୍ତ ପୁରୁଷୋତ୍ତମ ବେହେରା, ଉପ ସଭାପତି ଚନ୍ଦ୍ରମଣି ବେହେରା, ଉପସମ୍ପାଦକ ଦିଗମ୍ବର ସାହୁ, କୋଷାଧ୍ୟକ୍ଷ ଶ୍ରୀ ପରମାନନ୍ଦ ସାହୁ, ନିରାକାର ସାହୁ, ଅର୍ଜୁନ ବେହେରା, ସଂଯୋଜକ ସୁଶ୍ରୀ ମଧୁମତୀ ବେହେରା, ସହ ସଂଯୋଜକ ସସ୍ମିତା ସାହୁ, ତପନ ବେହେରା, ମଧୁସ୍ମିତା ସାହୁ, ରାଜଶ୍ରୀ, ଜୟଶ୍ରୀ, ବବୁଲୁ, ଏବଂ ଶିଶୁ କର୍ମୀ ପ୍ରଭାତରଞ୍ଜନ ସାହୁଙ୍କ ସହିତ ଏହି ଅଞ୍ଚଳର ବରିଷ୍ଠ ସାମାଜିକ କର୍ମୀ ତଥା ଅଞ୍ଚଳବାସୀମାନେ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିଥିବାର ଦେଖିବାକୁ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking