30.1 C
Bhubaneswar
Thursday, April 25, 2024
Homeଓଡିଶାପଞ୍ଚଦିବସୀୟ କୁରାଳ ମହୋତ୍ସବ ଉଦଯାପିତ।

ପଞ୍ଚଦିବସୀୟ କୁରାଳ ମହୋତ୍ସବ ଉଦଯାପିତ।

ଭଦ୍ରକ : ଭଦ୍ରକ ଜିଲାର କ୍ଷେତ୍ରବାସୀସାହି ଚୁନିଦାଠାରେ ପଞ୍ଚଦିବସୀୟ ୬୪ତମ କୁରାଳ ମହୋତ୍ସବ ଇତିମଧ୍ୟରେ ଉଦଯାପିତ ହୋଇଯାଇଅଛି । ଏହି ଅବସରରେ ବିଭିନ୍ନ ଦିବସ ମାନଙ୍କରେ କୋଭିଡ ନିୟମ ଅନୁଯାୟୀ ସଭାକାର‌୍ୟ,ସମ୍ବର୍ଦ୍ଧନା ଉତ୍ସବ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମମାନ କରାଯାଇଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ଶ୍ରୀଯୁକ୍ତ ଅଭିରାମ ବେହେରାଙ୍କ ସଭାପତିତ୍ୱ ତଥା କାହ୍ନୁଚରଣ ସାହୁଙ୍କ ସଂଯୋଜନାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ଇଂ.ପିତାମ୍ବର ପରିଡା,ମୁଖ୍ୟ ବକ୍ତା ଭାବେ ଚିନ୍ମୟ ଫାଉଣ୍ଡେସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଧ୍ୟାପକ ଡ଼ଃ ଚିନ୍ମୟ ଦାଶ, ସମ୍ମାନିତ ଅତିଥି ଭାବେ ରୁଦ୍ରମାଧବ ବାରିକ,ପଦ୍ମନାଭ ସେଠୀ, ମାଷ୍ଟର ମିହିର କୁମାର,ପ୍ରୀତିରଞ୍ଜନ ପାଣିଗ୍ରାହୀ, ଭୀମଚରଣ ପରିଡା,ବିଜୟଶ୍ରୀ ଗୋକୁଳାନନ୍ଦ ରାଉତ ଆଦି ଯୋଗଦାନ କରି କୁରାଳ ପରମ୍ପରା ଓ ଶିଳ୍ପର ବିକାଶ ସମ୍ପର୍କରେ ଗଭୀର ଆଲୋକପାତ କରିଥିଲେ । ଅନ୍ୟ ଦିବସ ମାନଙ୍କରେ ଇଂ.ଅମ୍ବିକା ବଲ୍ଲଭ ସ୍ୱାଇଁ,ଅଶ୍ରୁମୋଚନ ମହାନ୍ତି, ପଣ୍ଡିତ ସଂଗ୍ରାମ ଆଚାର‌୍ୟ୍ୟ, ଶ୍ରୀମତୀ କୁସୁମ ତ୍ରିପାଠୀ,ନାଟ୍ୟଶ୍ରୀ ନିର୍ମଳ ରାଉତ,ଅଧ୍ୟାପକ ନିହାର ରଞ୍ଜନ କର,ଭଦ୍ରକସାଂସଦ ଶ୍ରୀମତୀ ମଞ୍ଜୁଲତା ମଣ୍ଡଳ,ବିଧାୟକ ଶ୍ରୀଯୁକ୍ତ ସଂଜୀବ କୁମାର ମଲ୍ଲିକ, ପୂର୍ବତନ ବିଧାୟକ ଶ୍ରୀଯୁକ୍ତ ମୁକ୍ତିକାନ୍ତ ମଣ୍ଡଳ ଆଦି ଅତିଥି ଭାବରେ ଯୋଗଦାନ କରିଥିବାର ଜଣାଯାଇଅଛି।ଏଥିରେ ଶ୍ରୀଯୁକ୍ତ ଉପେନ୍ଦ୍ର ବେହେରା ,ଅର୍ଜୁନ ବେହେରା , ଚନ୍ଦ୍ରମଣି ବେହେରା, ଦିଗାମ୍ବର ସାହୁ, ସନାତନ ବେହେରା, ନୃସିଂଘ ରଣା, ନିରାକାର ସାହୁ, ପୁରୁଷୋତ୍ତମ ବେହେରା, ରାମଚନ୍ଦ୍ର ସାହୁ, ଦାମୋଦର ସାହୁ, ବଂଶିଧର ସାହୁ, ତପନ ବେହେରା, ଆନନ୍ଦ ସାହୁ, ରତ୍ନାକର ମୁଦୁଲି, ହୃଷିକେଶ ବେହେରା, ରବିନ୍ଦ୍ର ସାହୁ, ଲୋକନାଥ ବେହେରା, ରାଜେନ୍ଦ୍ର ସାହୁ, ରାଜେନ୍ଦ୍ର ବେହେରା, ପରମାନନ୍ଦ ସାହୁ, ଗୀତାଞଳୀ ବେହେରା, ଉମାମଣି ବେହେରା, ରଶ୍ମିତା ସାହୁ, ସଞୁ ସାହୁ, ଶିଖାରାଣୀ ସାହୁଙ୍କ ସମେତ କୁରାଳ କମିଟିର ସମସ୍ତ କର୍ମକର୍ତ୍ତା ମାନେ ଉପସ୍ଥିତ ରହି ସହଯୋଗ କରିଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking