ବିକାଶର ଗୁମର ଖୋଲିଲେ କୁନି ଝିଅ: ଗାଁ ସମସ୍ୟା ଶୁଣି ଚକିତ ହେ​ଲେ ମନ୍ତ୍ରୀ

କୋରାପୁଟ: ଆମର ଗାଁକେ ଯିବାକେ ରାସ୍ତା ନାଏଁ, ପିଇବାକେ ପାଣି ନାଏଁ, ଚୁଆ ତାନୁ ପାଣି ଆଣି ପିଉଛୁ ବାବୁ, ଖଟିଆନେ ବୁହା ହୋଇ ମେଡିକାଲ୍ ଆସୁଛୁ, ଆମେ ବେଶୀ କଷ୍ଟରେ ଅଛୁ ବାବୁ…। ସ୍ବାଧୀନତା ଦିବସରେ ଗାଁ ସମସ୍ୟାକୁ ନେଇ ଆଦିବାସୀ ଭାଷାରେ ଏମିତି ମନ୍ତ୍ରୀଙ୍କ ଆଗରେ ବେଦନା ବଖାଣିଛି କୋରାପୁଟର କୁନି ଛାତ୍ରୀ। ଅଭିନୟ ମାଧ୍ୟମରେ ଦଶମନ୍ତପୁର ବ୍ଲକ୍ ଲୁଲା ପଞ୍ଚାୟତ ପଦଗୁଡା ଗାଁର ବାସ୍ତବ ଚିତ୍ରକୁ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ … Continue reading ବିକାଶର ଗୁମର ଖୋଲିଲେ କୁନି ଝିଅ: ଗାଁ ସମସ୍ୟା ଶୁଣି ଚକିତ ହେ​ଲେ ମନ୍ତ୍ରୀ