37.2 C
Bhubaneswar
Friday, April 19, 2024
Homeଓଡିଶାଆଜି ହେଉଛି କୁମାର ପୂର୍ଣ୍ଣିମା

ଆଜି ହେଉଛି କୁମାର ପୂର୍ଣ୍ଣିମା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଏବଂ ଆଶ୍ୱିନ ମାସର ପୂର୍ଣ୍ଣିମା ତିଥିରେ ପଡିଥାଏ କୁମାର ପୂର୍ଣ୍ଣିମା । ଓଡିଶାରେ ଏହା ହେଉଛି କୁମାରୀ ଝିଅଙ୍କ ମୁଖ୍ୟ ପର୍ବ । ଏହି ଦିନଟିକୁ ଝିଅମାନେ ବେଶ ଆନ୍ଦର ସହ ପାଳନ କରିଥାନ୍ତି । କୁମାର ମାନଙ୍କ ପାଇଁ କୁମାରୀ ପାଳନ କରିଥାନ୍ତି କୁମାର ପୂର୍ଣ୍ଣିମା । ଏହି ଦିନ ସକାଳୁ ସକାଳଉ ଝିଅମାନେ ସୂର୍ଯ୍ୟ ଉଦୟ ପୂର୍ବରୁ ସ୍ନାନ ସାରି ନୂଆ ବସ୍ତ୍ର ପରିଧାନ କରି ଆଂଜୁଳା ଟେକିଥାନ୍ତି । କୁଲାରେ ସାତ ପ୍ରକାରର ଫଳ ଧରି ଚଉଁରାମୂଳରେ ବିଧି ସହକାରେ ପୂଜା କରିଥାନ୍ତି । ପରେ ସନ୍ଧ୍ୟାରେ ଆକାଶରେ ଚନ୍ଦ୍ର ଆସିବା ପରେ ପ୍ରସାଦରକେ ଚାନ୍ଦ କରି ଭୋଗ କରିଥାନ୍ତି । ସେହିପରି ଆଜିି ଠାରୁ ପ୍ରସିଦ୍ଧ ମା’ଗଜଲକ୍ଷ୍ମୀଙ୍କ ପୂଜା ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଛି। ବିଭିନ୍ନ ସ୍ଥାନରେ ନିରାଡମ୍ବର ଭାବେ ପାଳନ କରାଯାଉଛି ମା’ଗଜଲକ୍ଷ୍ମୀଙ୍କ ପୂଜା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking