33.1 C
Bhubaneswar
Thursday, April 25, 2024
Homeଓଡିଶାପୁଣି ଜନନୀ ଯନ୍ତ୍ରଣା ଲକ୍ଷ୍ମୀପୁର ସଦର ମହକୁମାର ଠାରୁ ସାତ କିଲୋମିଟର ଦୂରରେ

ପୁଣି ଜନନୀ ଯନ୍ତ୍ରଣା ଲକ୍ଷ୍ମୀପୁର ସଦର ମହକୁମାର ଠାରୁ ସାତ କିଲୋମିଟର ଦୂରରେ

କୋରାପୁଟ : ପୁଣି ଜନନୀ ଯନ୍ତ୍ରଣା କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍ ସଦର ମହକୁମା ଠାରୁ ମାତ୍ର ସାତ କିଲୋମିଟର ଦୂରରେ କୁତ୍କା ଝୋଲା ଗ୍ରାମର ସଭାନାଙ୍କ ପତ୍ନୀ ଶ୍ରୀମତୀ ଜାନକୀ ୱଡେକା ଗର୍ଭବତୀ ହୋଇ ଗତ କାଲି ସନ୍ଧ୍ୟା ଠାରୁ ଯନ୍ତ୍ରଣାରେ ଛଟପଟ ହେଇଥିବାରୁ ନିକଟରେ  ଲକ୍ଷ୍ମୀପୁର ଗୋଷ୍ଟି  ସ୍ବାସ୍ଥ୍ୟ କେନ୍ଦ୍ରର ୧୦୮ ଓ ୧୦୨ ଆମ୍ବୁଲାନ୍ସ ଯୋଗାଯୋଗ କରିଥିଲେ ସୁଦ୍ଧା ଉକ୍ତ ଗ୍ରାମକୁ ରାଜ୍ୟ ସରକାର ୭୩ ବର୍ଷ ବିତି ଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସେହି ଗ୍ରାମକୁ ରାସ୍ତା ନିର୍ମାଣ କରି ନଥିବାରୁ ଆମ୍ବୁଲାନ୍ସ ଲକ୍ଷ୍ମୀପୁର ଠାରୁ ନାରାୟଣପାଟଣା ରାସ୍ତା କଡ଼ରେ ଥିବା ନାଲାଚୁଆ ଠାରେ ଛିଡ଼ା ପାଦ ଚଲା ରାସ୍ତାରେ ଗର୍ଭବତୀ ମହିଳା ଜାନକୀ ୱଡେକା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ଷ୍ଟ୍ରୋକଚୋର ରେ ବୋହି ଆଣି ଥିଲେ। ସେ ବର୍ତ୍ତମାନ ଲକ୍ଷ୍ମୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking