34.1 C
Bhubaneswar
Friday, March 29, 2024
Homeଓଡିଶା+ ୨ ଡାଟା ଏଣ୍ଟ୍ରି ଛାତ୍ରୀଙ୍କୁ ସହକର୍ମୀ ସହ ଯୌନ ନିର୍ଯାତନା ଅଭିଯୋଗ

+ ୨ ଡାଟା ଏଣ୍ଟ୍ରି ଛାତ୍ରୀଙ୍କୁ ସହକର୍ମୀ ସହ ଯୌନ ନିର୍ଯାତନା ଅଭିଯୋଗ

କୋରପୁଟ : କୋରପୁଟ ଜିଲ୍ଲାର ସୁନାବେଡ଼ା ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଦୀର୍ଘ ୨ବର୍ଷ ଧରି ବାରଣ କରିବା ସତ୍ବେ ଯୋର ଜବରଦସ୍ତି ଅସଦାଚରଣ କରି ଆସୁଥୁବା ନେଇ ସୁନାବେଡା ଥାନାରେ ମହିଳା କଲେଜ ଅଧ୍ୟକ୍ଷଙ୍କ ନାମରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଭିଯୋଗକୁ ଭିତି କରି ସୁନାବେଡା ପୁଲିସ ତଦନ୍ତ କରି ଦୋଷୀଙ୍କୁ ଗିରଫ କରି ଅସଦାଚରଣ ଅଭିଯୋଗରେ ସୁନାବେଡା ଯୁକ୍ତ ୨ମହିଳା ବିଦ୍ୟାଳୟର ଅଧ୍ୟକ୍ଷ ପବିତ୍ର କୁମାର ବେଦାନ୍ତ ସୁନାବେଡା ପୁଲିସ ଦ୍ବାରା ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି।ସୁନାବେଡା ଏସଡିପିଓ ନିରଞ୍ଜନ ବେହେରାଉକ୍ତ ମହିଳା ବିଦ୍ୟାଳୟ ର ଷ୍ଟାଫ ସହିତ ଆଲୋଚନା କରିଥିଲେ ସୁନାବେଡାଥାନା ଅଧିକାରୀ ଭୀମସେନ ନାୟକ ସେମିଲିଗୁଡାଥାନା ଅଧିକାରୀ ଧିରେନ ବେହେରା, ଦମନଯୋଡିଥାନା ଅଧିକାରୀ ସମ୍ଭିତ ବେହେରା ଗତ ୨୦୧୮ ମସିହାରେ ପିଡିତା କଲେଜରେ ଜୟୀନ କରିଥିଲେ ଜୟିନ କରିବାର କିଛି ଦିନ ପରେ ଅଧ୍ୟକ୍ଷ ବିଭିନ୍ନ ସମୟରେ ଅଶ୍ଲିଳ ଇଙ୍ଗତ ପ୍ରଦର୍ଶନ କରିରିବାବଓ କାମ କରୁଥୁବା ବେଳେ କୋମ୍ପୁଟର କଠୋରୀକୁ ଆସି ଟଣା ଟଣି କରି ପ୍ପ୍ରେମ ଭିକ୍ଷା କରୁଥିଲେ ବୋଲି ଥାନାରେ ଏତଲା ଦେଇଛି ପିଡିତା ଯୁବତୀଓ କର୍ମ ଚାରୀପରିସ୍ଥିତି ରେ ଅସହ୍ୟ ହୋଇପଡିବାରୁ ଥାନାରେ ମାମଲାଦେବାକୁ ବାଧ୍ୟ ହୋଇଥିବା ପିଡ଼ିତା ଯୁବତୀ କହିଛନ୍ତି ଅନ୍ୟପକ୍ଷରେ ଗିରଫ ସୁନାବେଡ଼ା ମହିଳା କଲେଜ ଅଧ୍ୟକ୍ଷ ଏବିଷୟରେ ମୁ କିଛି ଜାଣିନି ବୋଲି ସପେଈ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking