28.1 C
Bhubaneswar
Thursday, March 28, 2024
Homeଓଡିଶା୩ ଦିନ ପରେ ଜଳ ଭଣ୍ଡାରରୁ ମିଳିଲା ମୃତଦେହ

୩ ଦିନ ପରେ ଜଳ ଭଣ୍ଡାରରୁ ମିଳିଲା ମୃତଦେହ

କୋରପୁଟ : କୋରାପୁଟ ଜିଲ୍ଲା ପାତାଲି ନଦୀରେଡଙ୍ଗା ବୁଡି ଘଟଣାରେ ନିଖୋଜ ୩ ଯୁବକଙ୍କ ମଧ୍ୟରୁ ୨ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବୁଧବାର ଜଣାପଡ଼ିଛି। ଏବେ ମଧ୍ୟ ଆଉ ଜଣେ ନିଖୋଜ ରହିଛି। ନିଖୋଜ ଯୁବକଙ୍କୁ ଓଡ୍ରାଫ ଟିମ ଦ୍ୱାରା ଖୋଜାଖୋଜି ଜାରି ରଖିଛି। କୋରପୁଟ ଜିଲ୍ଲା ପାଡୁଆ ପାତାଳୀ ନଦୀରେ ୨୫ତାରିଖ ରାତିରେ ପାଞ୍ଚ ଜଣ ସାଙ୍ଗ ଡଙ୍ଗାରେ ପେରୁଥିବା ବେଳେ ଡଙ୍ଗାରେ ପାଣି ଭର୍ତ୍ତି ହୋଇ ନଦୀ ମଝିରେ ଡଙ୍ଗାଟି ବୁଡ଼ିଯିବାରୁ ଦୁଇଜଣ ପହଁରି କୂଳରେ ଆସିଥିବା ବେଳେ ତିନି ଜଣ ନିଖୋଜ ହୋଇଯାଇଥିଲେ ୨୪ଘଂଟାରେ ଜଣକୁ ଉଦ୍ଧାର କରିଥିଲେ ଓ ବହୁ ଖୋଜା ଖୋଜି ପରେ ୭୨ଘଣ୍ଟାରେ ଆଜି ସକାଳେ ଜଣଙ୍କର ଶବ ଉଦ୍ଧାର କରାଯାଇଛି । ଆଉ ଜଣଙ୍କର ଶବଉଦ୍ଧାର କରିବା ପରେ ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ନନ୍ଦପୁର ତହସିଲଦାର ସୂଚନା ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking