34.1 C
Bhubaneswar
Friday, March 29, 2024
HomeUncategorized୬୦୦କେଜି ଗଞ୍ଜେଇ ସହ ବୋଲେର ପିକପ ଗାଡି ଜବତ

୬୦୦କେଜି ଗଞ୍ଜେଇ ସହ ବୋଲେର ପିକପ ଗାଡି ଜବତ

କୋରପୁଟ : ଲମତାପୁଟ ପୁଲିସର ରାତ୍ର ପେଟ୍ରୋଲିଂ ସମୟତର କଡ୍ରି ଗାଁ ନିକଟରେ ଏକ ଗଞ୍ଜେଇ ବୋଝେଇ ବୋଲେର ପିକ୍ ଅପ ଗାଡିକୁ ଲମତାପୁଟ ପୁଲିସ ଜବତ କରିବାରେ ସଫଳ ହେଇଛି । ପୁଲିସର ରାତ୍ର ପେଟ୍ରଲିଙ୍ଗ ଦେଖି ଅନ୍ଧାରର ସୁଯୋଗ ନେଇ ଦୁଇଜଣ ଗଂଜେଇ ମାଫିଆ ଗାଡିଛାଡି ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲେ । ପରେ ଜବତ ଗାଡିକୁ ପୁଲିସ ଲମତାପୁଟ ଥାନାରେ ଆଣିଥିଲେ । ଜବତ ଗାଡିରରେ ଆନୁମାନିକ ୬୦୦କେଜି ଗଂଜେଇ ରହିଥିବା କଣାପଡିଛି । ଜବତ ଗଂଜେଇର ଆନୁମାନିକ ମୂଲ୍ୟ ୨୦ ଲକ୍ଷରୁ ଉର୍ଦ୍ଧ ହେବ ବୋଲି ଜଣାପଡ଼ିଛି । ଜବତ ଗଞ୍ଜେଇ ଜଳାପୁଟ ଅଞ୍ଚଳରୁ ଜୟପୁରକୁ ଚୋରା ଚାଲାଣ ହେଉଥିବା ବେଳେ ପୁଲିସ ହାତରେ ଧାରା ପଡିଛି । ଏହାର ଅଧିକ ତଦନ୍ତ କରାଯାଉଥିବା ନେଇ ଲୋମତାପୁଟ ପୁଲିସ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking