31.1 C
Bhubaneswar
Friday, March 29, 2024
Homeଓଡିଶାଓଡିଶା ମଟର ଚାଳକ ସଂଘ ୧୭୪ ତମ ଶାଖା ଉଦ୍‌ଘାଟିତ, ସହ ଜାତିୟ ପତକା ଉତ୍ତୋଳନ

ଓଡିଶା ମଟର ଚାଳକ ସଂଘ ୧୭୪ ତମ ଶାଖା ଉଦ୍‌ଘାଟିତ, ସହ ଜାତିୟ ପତକା ଉତ୍ତୋଳନ

କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ପୌରପରିଶୋଦ ଅନ୍ତର୍ଗତ 26 ନମ୍ବେର ଜାତୀୟ ରାଜପଥ ନିକଟ ଭେଣ୍ଡିଙ୍ଗ ଜନ ସମ୍ମୁଖ ରେ ୧୭୪ ତମ ଓଡିଶା ମଟର ଚାଳକ ସଂଘ ର ଶାଖା ରାଜ୍ୟ ସାଧାରଣ ସମ୍ପାଦକ ପ୍ରଭାକର ମଲ୍ଲିକ  ଉଦ୍ଘାଟନ କରିଥିଲେ, ୭୪ତମ ଜାତୀୟ ପତକା ସୁନାବେଡା ଆଇ ଆଇ ସି ଭୀମସେନ ନାୟକ ଉତ୍ତୋଳନ କରିଥିଲେ, ସଂମାନିତ ଅତିଥି ଭାବେ ଜେୟପୁର ମଟର ଚାଳକ ସଂଘର ସଭାପତି ଓ ବାର ଆସସିଏସୋନ ଅଦ୍ୟକ୍ଷ ଶ୍ରୀ ବିଜୟ କୁମାର ରାଇ ଜେନା, ଏସ ୟୁ ଯେ ରାଜ୍ୟ ସଭାପତି ଶ୍ରୀ ଅଜେୟ କୁମାର ସାହୁ, ବଣିକ ସଙ୍ଘର ଶୋଭାପତି ରାଜେନ୍ଦ୍ର ପତ୍ର, ଟ୍ରକ ଏବଂ ଟିପର ସଂଘ  ସୁନାବେଡା ଏବଂସେମିଳିଗୁଡା ର ସଭାପତି ସୁନୀଲ ଅଗ୍ରୱାଲ, ଯୋଗ ଦେଇ ସଂଘ କୁ କିପରି ଏକତ୍ରିତ ହେବା, ମଜୁ ବୁତ କରିବା,  ସୁପରିଚାଳନା କରିବା ସହ ଇନ୍ସୁରେନ୍ସ, ଜୀବନ ବୀମା ଉପରେ ମତ ଦେବସହ ଆଇନ ଉପରେ ମତ ଦେଇ  ପରସ୍ପର ଭିତରେ ସାହାଯ୍ୟ ସହଯୋଗ ରହିବା ଦରକାର ବୋଲି କହିଥିଲେଥିଲେ,  ସୁନାବେଡା ପୌର ପରିଷଦର ସୋଫାଇ କିର୍ମଚାରୀଙ୍କୁ ସଂଘ ତୋରଫରୁ କୋବିଡ଼ ଯୋଦ୍ଧା ଭାବେ ଉପଢୌକିନି ଦେଇ ସଂମାନିତ କରିଥିଲେ, ଏଇ ଅବସରରେ  ସେମିଳିଗୁଡା ଶାଖାର  ର ସଭାପତି ନିଲା କଣ୍ଠ ରାଜୁ, ରବି କୂଳଦୀପ, ଜସେଫ ହାନ୍ତାଳ, ଅଶ୍ୱିନୀକୁମାର ଜେନା, ନର୍ସଙ୍ଗ ବିଷୋୟୀ, ସୁରଜ କୂଳଦୀପ, ବିଜୟ ଦେବୁଲୋ ପଡିୟ,ସିବ୍ରାମ ଗୁଣ୍ଠା, ଘନଶ୍ୟାମ ପ୍ରଧାନ, ତ୍ରିନାଥ କଣ୍ଟଆ,ପ୍ରମୁଖ ସୁପରିଚାଳନା କରିଥିଲେ.
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking