27.1 C
Bhubaneswar
Friday, March 29, 2024
Homeଓଡିଶାକୋଣାର୍କ ପାଇଁ ୨ହଜାର କୋଟି ଦାବି

କୋଣାର୍କ ପାଇଁ ୨ହଜାର କୋଟି ଦାବି

ପୁରୀ: ଶ୍ରୀମନ୍ଦିର ଜଗମୋହନ ଓ କୋଣାର୍କ ମନ୍ଦିର ସମ୍ପର୍କିତ ଜନସ୍ୱାର୍ଥ ମାମଲା । କୋଣାର୍କ ମନ୍ଦିର ମରାମତି ବାବଦରେ ଏବଂ ବୈଷୟିକ ଦିଗ ପ୍ରତି ଅବଗତ କରିବାକୁ ଏଏସଆଇ ଅଧୀକ୍ଷକଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । କୋଣାର୍କ ସମ୍ପର୍କରେ ଆବେଦନକାରୀଙ୍କ ମିସକେସ ଦାଖଲ । କୋଣାର୍କ ମନ୍ଦିରର ସମ୍ପୂର୍ଣ୍ଣ ମରାମତି ଲାଗି ୨ହଜାର କୋଟି ଟଙ୍କା ମଞ୍ଜୁର ପାଇଁ ଅନୁରୋଧ କରାଯାଇଛି । ତେବେ ଆସନ୍ତାକାଲି ଏହି ମାମଲାର ପରବର୍ତ୍ତୀ ଶୁଣାଣି ହାଇକୋର୍ଟ କରିବେ ବୋଲି ଜଣାପଡିଛି ।
https://onakhabar.com/2019/12/16/dhanu-sankranti/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking