କୋଲକାତା ଲଜ୍ୟା : ସନ୍ଦୀପ ଘୋଷଙ୍କୁ ୮ ଦିନ ଜେରା ପାଇଁ ନେଲା ସିବିଆଇ

ନୂଆଦିଲ୍ଲୀ : ସନ୍ଦୀପ ଘୋଷଙ୍କୁ ୮ ଦିନ ଜେରା ପାଇଁ ନେଲା ସିବିଆଇ । ଆରଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ଡାକ୍ତର ସନ୍ଦୀପ ଘୋ‌ଷଙ୍କୁ ଗତକାଲି ସିବିଆଇ ଗିରଫ କରିବାପରେ ଆଜି ତାଙ୍କୁ ସମସ୍ତ ପଦବୀରୁ ନିଲମ୍ବନ କରାଯାଇଛି। ପଶ୍ଚିମବଙ୍ଗ ସ୍ବାସ୍ଥ୍ୟ ବିଭାଗ ଘୋଷଙ୍କୁ ତାଙ୍କ ପଦବୀରୁ ଔପଚାରିକ ଭାବେ ନିଲମ୍ବନ କରିଥିବାବେଳେ ପଶ୍ଚିମବଙ୍ଗ ମେଡିକାଲ ପରିଷଦ ମଧ୍ୟ ଘୋଷଙ୍କୁ ଏହାର ରେଜିଷ୍ଟର୍‌ରୁ ନିଲମ୍ବନ କରିଛି। ଅନ୍ୟପ‌କ୍ଷେ ଏହି ମାମଲାରେ ସିବିଆଇ ଆଜି ଘୋଷଙ୍କୁ … Continue reading କୋଲକାତା ଲଜ୍ୟା : ସନ୍ଦୀପ ଘୋଷଙ୍କୁ ୮ ଦିନ ଜେରା ପାଇଁ ନେଲା ସିବିଆଇ