40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ ବଲ୍ କିମ୍ବଦନ୍ତି କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ

ହେଲିକପ୍ଟର ଦୁର୍ଘଟଣାରେ ବାସ୍କେଟ ବଲ୍ କିମ୍ବଦନ୍ତି କୋବି ବ୍ରାଏଣ୍ଟଙ୍କ ମୃତ୍ୟୁ

ଲସ୍ ଏଞ୍ଜେଲସ୍ : ବାସ୍କେଟ ବଲ୍ କିମ୍ବଦନ୍ତି କୋବି ବ୍ରାଏଣ୍ଟଙ୍କ ହେଲିକପ୍ଟର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ରବିବାର ଆମେରିକାର ଲସ୍ ଏଞ୍ଜେଲସ୍‌ରେ ପାହଡରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ମଧ୍ୟ ବ୍ରାଏଣ୍ଟଙ୍କ ୧୩ ବର୍ଷର ଝିଅ ପ୍ରାଣ ହରାଇଥିବା ଜଣାପଡିଛି। ଏଥିସହିତ ଅନ୍ୟ ୧୩ ଜଣ ଯାତ୍ରୀଙ୍କର ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।
https://onakhabar.com/2020/01/25/turkey-earthquake-18-dead/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking