ଜାଣନ୍ତୁ କ’ଣ ପାଇଁ ରାବଣ ଶିବ ଲିଙ୍ଗଙ୍କୁ ସାଥୀରେ ଲଙ୍କା ନେଇ ପାରିଲେ ନାହିଁ….

ଭୁବନେଶ୍ୱର: ସେଦିନ ରାବଣ ବଡ଼ କ୍ରୋଧିତ ହୋଇପଡିଲା । ଅନେକ ତପସ୍ୟା ପରେ ବି ଭଗବାନ ଶିବଙ୍କୁ ସନ୍ତୁଷ୍ଟ ନ କରି ପାରିବାର ଗ୍ଲାନିରେ ନିଜ ମୁଣ୍ଡକୁ କାଟିବାକୁ ଲାଗିଲା। ଗୋଟିଏ ପରେ ଗୋଟିଏ ୯ ମୁଣ୍ଡ କାଟି ଯଜ୍ଞକୁଣ୍ଡରେ ପକାଇଦେଲା । ପରେ ୧୦ମ ମସ୍ତକ କାଟିବା ବେଳେ ଭଗବାନ ଶିବ ପ୍ରକଟ ହୋଇ ଅତୁଳୀତ ବଳର ଅଧିକାରୀ ହେବାକୁ ରାବଣଙ୍କୁ ଆଶିଷ ଦେଲେ। ଖୁସି ମନରେ ରାବଣ ଶିବଲିଙ୍ଗ ଧାରଣ କରି ଲଙ୍କା ଫେରୁଥାନ୍ତି। … Continue reading ଜାଣନ୍ତୁ କ’ଣ ପାଇଁ ରାବଣ ଶିବ ଲିଙ୍ଗଙ୍କୁ ସାଥୀରେ ଲଙ୍କା ନେଇ ପାରିଲେ ନାହିଁ….