ଜାଣନ୍ତୁ ଏଲିଅନ୍‌‌ଙ୍କ ବିଷୟରେ କିଛି ରୋଚକ ତତ୍ୱ ….

ନୂଆଦିଲ୍ଲୀ: ବ୍ରିଟେନ୍‌ ମାଞ୍ଚେଷ୍ଟରସ୍ଥିତ ବୋନ୍‌ସାଲ୍ ନାମରେ ଛୋଟ ଗାଁ। ଆମେରିକା ମହାକାଶ ଗବେଷଣା କେନ୍ଦ୍ର ‘ନାସା’ର ଗବେଷକମାନେ ଏହି ଗାଁରେ ଡେରା ଜମାଇ ରହୁଛନ୍ତି କହିଲେ ଚଳେ। ୨୦୦୦ ମସିହା ପରଠାରୁ ବୋନ୍‌ସାଲ୍ ଗାଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା। ବାରମ୍ବାର ଗାଁରେ ରହସ୍ୟମୟ ଘଟଣା ଘଟିଲା। ଉଡ଼ନ୍ତା ଥାଳି ଦେଖିଥିବା ସ୍ଥାନୀୟ ଲୋକ କହିଲେ। ନାସା ଗବେଷକ ଏଠାକୁ ଆସିବା ପରେ ସେମାନେ ମଧ୍ୟ ପ୍ରତକ୍ଷ୍ୟଦର୍ଶୀ ହୋଇଥିଲେ। ଏବେ ସୁଦ୍ଧା ଏଲିଅନ୍‌ଙ୍କ ନିକଟରୁ ସଙ୍କେତ ମିଳିଛି କି … Continue reading ଜାଣନ୍ତୁ ଏଲିଅନ୍‌‌ଙ୍କ ବିଷୟରେ କିଛି ରୋଚକ ତତ୍ୱ ….