38.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶଗୋଟିଏ ଗୀତ ପାଇଁ କେତେ ଲକ୍ଷ ନିଅନ୍ତି ନେହା କକର

ଗୋଟିଏ ଗୀତ ପାଇଁ କେତେ ଲକ୍ଷ ନିଅନ୍ତି ନେହା କକର

ମୁମ୍ବାଇ: ବଲିଉଡ ସିଙ୍ଗର ନେହା କକଡ ଲୋକଙ୍କ ହୃଦୟରେ ଖାସ ସ୍ଥାନ ବନାଇବାରେ ସଫଳ ରହିଛନ୍ତି । ବର୍ତମାନ ସେ ରିୟଲିଟି ସୋ ଇଣ୍ଡିଆନ ଆଇଡଲରେ ଜଜ୍ ହିସାବରେ ନଜର ଆସୁଛନ୍ତି । ତାଙ୍କର ଲୋକପ୍ରିୟତା ଲଗାତର ଭାବରେ ବଢି ଚାଲିଛି । ହେଲେ ତାଙ୍କର ନେଟ ମୂଲ୍ୟ କେତେ ଆପଣ ଜାଣିଛନ୍ତି କି । ତାହେଲେ ଚାଲନ୍ତୁ ଜାଣିବା ଏ ବିଷୟରେ ..
ମିଡିଆ ରିପୋର୍ଟ ଅନୁସାରେ, ୨୦୨୧ରେ ନେହାଙ୍କ ନେଟ ୱର୍ଥ ପ୍ରାୟ ୩୬ କୋଟି ଟଙ୍କା । ପ୍ରତି ମାସରେ ସେ ୩୦ ଲକ୍ଷ ଆୟ କରୁଥିବା ରିପୋର୍ଟରୁ ଜଣାପଡିଛି । ଏପର୍ଯ୍ୟନ୍ତ ସେ ନିଜ ମ୍ୟୁଜିକ କାରିଅରରେ ଗୋଟିଏ ପରେ ଗୋଟିଏ ହିଟ ଦେଇ ଚାଲିଛନ୍ତି । ଏହାବ୍ୟତୀତ ଭିନ୍ନ ଭିନ୍ନ ଇଭେଣ୍ଟରେ ବି ପର୍ଫର୍ମ କରନ୍ତି । ରିୟାଲିଟି ସୋ କୁ ବି ସେ ଜଜ କରୁଛନ୍ତି । ଏହି କାରଣ ପାଇଁ ଆଜି ତାଙ୍କର ଏତେ ଇନକମ । ଗୋଟିଏ ଫିଲ୍ମରେ ଗୀତ ଗାଇବା ପାଇଁ ସେ ପ୍ରାୟ ୮-୧୦ ଲକ୍ଷ ଚାର୍ଜ କରନ୍ତି । ତାଙ୍କ ଗୀତ ରିଲିଜ ହେବା ମାତ୍ରେ ହିଁ ଭାଇରାଲ ହୋଇଥାଏ । ଏବେ ସେ ସିଙ୍ଗର ରୋହନପ୍ରୀତଙ୍କୁ ବିବାହ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking