ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇ ତରଫରୁ ବାତିଲ ଏବଂ ଆଂଶିକ ବାତିଲ ହୋଇଥିବା ଟ୍ରେନ ସମ୍ପର୍କରେ ଜାଣନ୍ତୁ

ଆନ୍ଧ୍ରପ୍ରଦେଶର : ରବିବାର ଦିନ ହାଓ୍ଡା-ଚେନ୍ନାଇ ମେନ୍ ଲାଇନର ଇକୋଆର ୱାଲ୍ଟେୟାର ଡିଭିଜନର ମୁଖ୍ୟ ଲାଇନରେ କାଣ୍ଟାକାପାଲି ଆଲାମଣ୍ଡା ମଧ୍ୟରେ ଯାତ୍ରୀବାହୀ ଟ୍ରେନ ଦୁର୍ଘଟଣା ହେତୁ ସୋମବାର ଭାରତୀୟ ରେଳବାଇ ଅନେକ ଯାତ୍ରୀବାହୀ ଟ୍ରେନକୁ ବାତିଲ କରି ଦେଇଛି। ଏହି ଟ୍ରେନଗୁଡିକ ମଧ୍ୟରୁ ଅନେକ ଓଡିଶା ଦେଇ ଯାଇଥାଏ | ସେଗୁଡ଼ିକ ହେଉଛି… ଜାଣନ୍ତୁ ବାତିଲ୍ ହୋଇଥିବା ଟ୍ରେନ୍ : • ୧୦.୨୦୨୩ ରେ ପାଲାସା ଠାରୁ ୦୮୫୩୧ ପାଲାସା-ବିଶାଖାପାଟନମ୍ ସ୍ପେଶାଲ୍ • ୧୮୫୧୮ ବିଶାଖାପାଟନମ୍ ରୁ … Continue reading ଟ୍ରେନ୍ ଦୁର୍ଘଟଣା ପରେ ରେଳବାଇ ତରଫରୁ ବାତିଲ ଏବଂ ଆଂଶିକ ବାତିଲ ହୋଇଥିବା ଟ୍ରେନ ସମ୍ପର୍କରେ ଜାଣନ୍ତୁ