ମାଆ , ଝିଅଙ୍କୁ ଛୁରୀରେ ଆକ୍ରମଣ; ଝିଅ ମୃତ
ସମ୍ବଲପୁର: ମାଆ ଓ ଝିଅଙ୍କୁ ଛୁରୀରେ ଆକ୍ରମଣ ଘଟଣାରେ ଝିଅର ମୃତ୍ୟୁ ଘଟିଛି । ଗତ ୧୪ ତାରିଖର ଛୁରାମାଡ଼ ଘଟଣାରେ ଗୁରୁତର ଭାବରେ ଆହତ ପାୟଲ ଦାସଙ୍କର ଗତ ରାତି ପ୍ରାୟ ୧ଟାରେ ବୁର୍ଲାର ଏକ ବେସରକାରୀ ଡାକ୍ତରଖାନାରେ ପରଲୋକ ଘଟିଛି। ତା ମା ଇନ୍ଦୁ ଦାଶ ବୁର୍ଲା ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି। ସୂଚନାଯୋଗ୍ୟ, ଫାଟକ ମହାମାୟା ମନ୍ଦିର ସମ୍ମୁଖରେ ଏକ ଛୋଟ ଟେଲରିଂ ଦୋକାନ କରି ମା ଓ ଝିଅ ବହୁ … Continue reading ମାଆ , ଝିଅଙ୍କୁ ଛୁରୀରେ ଆକ୍ରମଣ; ଝିଅ ମୃତ
Copy and paste this URL into your WordPress site to embed
Copy and paste this code into your site to embed