କିଟ୍ ଛାତ୍ର ମୃତ୍ୟୁ: କମିସନରେଟ୍ ପୋଲିସର ପ୍ରେସ୍ ରିଲିଜ
ଭୁବନେଶ୍ୱର: କିଟ୍ ଛାତ୍ର ମୃତ୍ୟୁ ଘଟଣାରେ କମିସନରେଟ୍ ପୋଲିସର ପ୍ରେସ୍ ରିଲିଜ । ପ୍ରେସ୍ ରିଲିଜି ଜାରି କରି ସୂଚନା ଦେଇଛନ୍ତି ଯେ ଗତକାଲି ରାତି ୧୦ ଟା ୪୫ରେ ଖବର ପାଇଥିଲା ଇନଫୋସିଟି ଥାନା ପୋଲିସ । ତୁରନ୍ତ ହଷ୍ଟେଲକୁ ଯିବା ସହ ଭିତର ପଟୁ କବାଟ ବନ୍ଦ ଥିବା ଦେଖିଥିଲେ । କବାଟ ଭାଙ୍ଗି ଭିତରକୁ ପ୍ରବେଶ ବେଳେ ରାହୁଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ସୁରନ୍ତ କିମ୍ସ ହସ୍ପିଟାଲ … Continue reading କିଟ୍ ଛାତ୍ର ମୃତ୍ୟୁ: କମିସନରେଟ୍ ପୋଲିସର ପ୍ରେସ୍ ରିଲିଜ
Copy and paste this URL into your WordPress site to embed
Copy and paste this code into your site to embed