29.1 C
Bhubaneswar
Monday, August 15, 2022
Homeଓଡିଶାକଟକକିଶନନଗର ଆଇଆଇସି ସସପେଣ୍ଡ

କିଶନନଗର ଆଇଆଇସି ସସପେଣ୍ଡ

କଟକ : କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା ସସପେଣ୍ଡ । ଦାୟତ୍ୱରେ ଅବହେଳା ପାଇଁ ସସପେଣ୍ଡ କଲେ ପୋଲିସ ଡିଜି । ୪ ଦିନ ତଳେ କିଶନନଗର ଥାନା ସାମ୍ନାରେ ଜଣେ ବ୍ୟକ୍ତି ନିଜକୁ ଜାଣିଥିଲେ । ଇଷାଣୀ ବ୍ରହ୍ମପୁର ର ଗୁଣନିଧି ବିଷୋୟୀ ପେଟ୍ରୋଲ ଢାଳି ନିଜକୁ ଜାଳିଥିଲେ । ଦିନକ ପରେ କଟକ ର ଏକ ଘରୋଇ ମେଡିକାଲ ରେ ତାଙ୍କର ମୃତ୍ୟୁ ଘଟିଥିଲା । ଜମି ବିବାଦ ପାଇଁ ଥାନାକୁ ଆସି ନ୍ୟାୟ ନ ପାଇ ଆତ୍ମାହୁତି ଦେଇଥିଲେ । ଘଟଣାକୁ ନେଇ ଆଇଆଇସିଙ୍କ ପ୍ରତି କାର୍ଯ୍ୟାନୁଷ୍ଟାନ ପାଇଁ ଏସପି ସୁପାରିସ କରିଥିଲେ ।

ଜଙ୍ଗଲରୁ ଛତୁ ସଂଗ୍ରହକରି ପେଟ ପୋଷୁଛନ୍ତି ଆଦିବାସୀ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking