ଜେଜେମା’କୁ ମାରି ନାତିକୁ ଆଜୀବନ ଜେଲ୍

ଆନନ୍ଦପୁର : ଜେଜେମା’କୁ ହତ୍ୟା ମାମଲାରେ ନାତିକୁ ଆଜୀବନ ଜେଲ୍ । ଗୋହିରା ଗାଁର ସିଦ୍ଧାନ୍ତ ନାଏକକୁ ଆଜୀବନ ସଜା ଦେଲେ ଜିଲ୍ଲ୍ା ଜଜ୍ । ୨୦୨୦ରେ ଜେଜେମା’କୁ ପଥରରେ ଛେଚି ମରିଥିଲ ନାତି ସିଦ୍ଧାନ୍ତ । ଜଳାର୍ଣ୍ଣବ ଚେନ୍ନାଇ, ଆଜି ବି ସବୁ ସ୍କୁଲ ଛୁଟି