ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ!

ବରଗଡ଼: ଯୁବକଙ୍କୁ ହତ୍ୟା କରି ରାସ୍ତାରେ ପିଙ୍ଗି ଦେଇଥିବା ଅଭିଯୋଗ ହୋଇଛି। ଏପରି ଘଟଣ ଘଟିଛି ବରଗଡ଼ ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନମ୍ବର ୧ କେଶବ ନଗରରେ । ମୃତ ବ୍ୟକ୍ତି ଜଣଙ୍କ ହେଲେ ରାକେଶ ପ୍ରଧାନ। ତାଙ୍କୁ ୨୨ବର୍ଷ ହୋଇଥିଲା। ଗତକାଲି ରାତି ୮ଟା ସମୟରେ ରାକେଶଙ୍କୁ ତାଙ୍କର ଦୁଇ ସାଙ୍ଗ ତାଙ୍କୁ ଘରୁ ଡାକିନେଇଥିଲେ। ବିଳମ୍ବିତ ପର୍ଯ୍ୟନ୍ତ ରାକେଶ ଘରକୁ ଫେରି ନଥିଲେ। ଏନେଇ ପରିବାର ଲୋକ ରାକେଶଙ୍କୁ ଫୋନ୍ କରିଥିଲେ। ହେଲେ … Continue reading ଯୁବକଙ୍କୁ ହତ୍ୟା କରି ଫିଙ୍ଗିଦେଲେ!