ମନ୍ଦିର ପୂଜକଙ୍କୁ ମାରିଦେଲେ !

କୋରାପୁଟ: ପୂଜକଙ୍କ ହାତଗୋଡ ବନ୍ଧା ମୃତଦେହ ମିଳିଥିବା ବେଳେ ଏହା ହତ୍ୟାର ସନ୍ଧେହ ହୋଇଥିବା ଜଣାପଡିଛି । ଟାଉନ୍ ଥାନା ବୁଢୀ ଠାକୁରାଣୀ ମନ୍ଦିର ପୂଜକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । ଘର ଭିତରେ ମୃତ ଦେହ ମିଳିବା ପରେ ସାଇଣ୍ଟିଫିକ୍ ଟିମର ତନାଘନା ଜୋରଦାର ଚାଲିଛି । କେହି ହତ୍ୟା କରିଥିବା ସନ୍ଧେହ କରି ପୋଲିସର ପଚରାଉଚରା ଜାରି ରହିଛି ।  ୨ ବାଘ ଛାଲ ଜବତ: ୨ ଗିରଫ