ବାର୍ଥ ଡେ ପାର୍ଟିକୁ ଡାକି ଯୁବକଙ୍କୁ ହତ୍ୟା !

ଭୁବନେଶ୍ୱର: ହୋଟେଲ୍ ରୁମରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଖଣ୍ଡଗିରି ଥାନା ଜାଗମରା ଅଂଚଳର ଏକ ହୋଟେଲ ରୁମରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଥିବା ଖବର ସାମ୍ନାକୁ ଆସିଛି । କାଲି ୩ ସାଙ୍ଗମାନଙ୍କ ସହ ମିଶି ବାର୍ଥ ଡେ ପାର୍ଟି ରଖିଥିଲେ ଯୁବକ ଜଣକ । ପାର୍ଟିରେ ଯୁବକଙ୍କ ବାନ୍ଧବୀ ଓ ଅନ୍ୟ ୨ ବନ୍ଧୁ ଉପସ୍ଥିତ ଥିଲେ । ବାର୍ଥ ଡେ ପାର୍ଟିକୁ ଡାକି ହତ୍ୟା କରିଥିବା ଅଭିଯୋଗ କଲେ ପରିବାର ଲୋକ … Continue reading ବାର୍ଥ ଡେ ପାର୍ଟିକୁ ଡାକି ଯୁବକଙ୍କୁ ହତ୍ୟା !