୪ ମାସ ତଳେ ଅପହରଣ କରି ବିବାହ କରିଥିଲେ; ମାରିକି ପୋଡି ଦେଲେ ଶାଶୁଘର ଲୋକେ !

ନିଆଳି: ୪ ମାସ ତଳେ ଝିଅକୁ ଅପହରଣ କରି ବିବାହ କରିଥିଲେ । ଗତକାଲି ହତ୍ୟା କରି ଶାଶୁଘର ଲୋକେ ମଶାଣିରେ ପୋଡି ଦେଇଥିବା ଅଭିଯୋଗ ହୋଇଛି । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ନିଆଳି ଥାନା ନିର୍ଭର ପଞ୍ଚାୟତ କୋଠମୂଳ ଗାଁରେ । ଏ ସମ୍ପର୍କରେ ନାବାଳିକା ପରିବାର ନିଆଳି ଥାନାରେ ଲିଖିତ ଅଭିଯୋଗ କରିବା ସହ ହତ୍ୟାକାରୀମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଘଟଣାରେ ପୋଲିସ ସ୍ୱାମୀ ଓ … Continue reading ୪ ମାସ ତଳେ ଅପହରଣ କରି ବିବାହ କରିଥିଲେ; ମାରିକି ପୋଡି ଦେଲେ ଶାଶୁଘର ଲୋକେ !