34.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ

ନଭେମ୍ବର ୧ରୁ ଖରିଫ ଧାନ ସଂଗ୍ରହ

ଭୁବନେଶ୍ୱର : ନଭେମ୍ବର ୧ରୁ ହେବ ଖରିଫ ଧାନ ସଂଗ୍ରହ । ନଭେମ୍ବର ୧ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ସଂଗ୍ରହ କରାଯିବ । ଗତବର୍ଷ ଅପେକ୍ଷା ଅଧିକ ଅଢେଇ ଲକ୍ଷ ଚାଷୀ ଅନଲାଇନ ପଞ୍ଜିକରଣ କରିଛନ୍ତି । ଚଳିତବର୍ଷ ୧୪.୯୭ ଲକ୍ଷ ଚାଷୀ ପଞ୍ଜିକରଣ କରିଥିବା ବେଳେ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ଟଙ୍କା ପ୍ରଦାନ କରିବାକୁ ନିର୍ଦେଶ ଦିଆଯାଇଛି ।

୨୦୨୦-୨୧ରେ ଖରିଫ ଓ ରବିରେ ୭୧ ଲକ୍ଷ ମେଟ୍ରିକ ଟନ ଧାନ ସଂଗ୍ରହ ଲକ୍ଷ୍ୟ ରଖାଯାଇଛି । ଏହି ଲକ୍ଷ୍ୟକୁ ଯୋଗାଣ ମନ୍ତ୍ରୀ ଚାହିଁଲେ ପରିବର୍ତ୍ତନ କରିପାରିବେ ।ପୂର୍ବରୁ ହୋଇଥିବା ପ୍ରି-ପାସ୍ ବ୍ୟବସ୍ଥା ତ୍ରୁଟିର ସମାଧାନ କରାଯାଇଛି । ଖରିଫ ଧାନ ସଂଗ୍ରହ ନେଇ ସମୀକ୍ଷା ପରେ ଯୋଗାଣ ନିଗମ ଏମଡି ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking