ମନ୍ତ୍ର ଧୂନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି କୁମ୍ଭ ମେଳା

ଭୁବନେଶ୍ୱର: ପବିତ୍ର ମାଘ ସପ୍ତମୀଠାରୁ ଆରମ୍ଭ ହୋଇଥିବା ଖଣ୍ଡଗିରି କୁମ୍ଭ ମେଳା ଆଜି ଦ୍ୱିତୀୟ ଦିନରେ ପହଞ୍ôଚଛି । ଏନେଇ ଲୋକଙ୍କ ଗହଳି ଚହଳିରେ ମେଳା ଲୋକାରଣ୍ୟ ହେଉଥିବା ବେଳେ ସାଧୁ ସନ୍ଥଙ୍କ ମନ୍ତ୍ର ଧୂନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି ପହାଡ଼ ପାଦଦେଶ । ସାଧୁ ସନ୍ଥମାନେ ଦିନ ବେଳା ଯଜ୍ଞ କୁଣ୍ଡରେ ବିଶ୍ୱ କଲ୍ୟାଣ ପାଇଁ ଆହୁତି ଦେଉଥିବା ବେଳେ ସଞ୍ଜ ନଇଁ ଆସିବା ମାତ୍ରେ ସମଗ୍ର ପାହାଡ଼ରେ ଆଧ୍ୟାତ୍ମିକ ପରିବେଶ ସାଙ୍ଗକୁ ଜମୁଛି ଭାଜନ … Continue reading ମନ୍ତ୍ର ଧୂନିରେ ପ୍ରକମ୍ପିତ ହେଉଛି ଖଣ୍ଡଗିରି କୁମ୍ଭ ମେଳା