ଇସ୍ତଫା ଦେଲେ ଖଡ଼ଗେ: କିଏ ହେବ ରାଜ୍ୟସଭାର ପରବର୍ତ୍ତୀ ବିରୋଧୀ ଦଳ ନେତା

ନୂଆଦିଲ୍ଲୀ: ଗତକାଲି ବରିଷ୍ଠ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡ଼ଗେ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ତେବେ ଆଜି ଶ୍ରୀ ଖଡ଼ଗେ ରାଜ୍ୟସଭାର ବିରୋଧୀ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ଦଳ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ନିକଟକୁ ପଠାଇ ଦେଇଛନ୍ତି । କାରଣ ଉଦୟପୁର ଚିନ୍ତନ ଶିବିରରେ ‘ଏକ ନେତା, ଏକ ପଦବୀ’ ପ୍ରସ୍ତାବ ପାରିତ ହୋଇଥିଲା । ତେଣୁ ଖଡ଼ଗେ ଗୋଟିଏ ପଦରେ ରହିବାକୁ … Continue reading ଇସ୍ତଫା ଦେଲେ ଖଡ଼ଗେ: କିଏ ହେବ ରାଜ୍ୟସଭାର ପରବର୍ତ୍ତୀ ବିରୋଧୀ ଦଳ ନେତା