28.1 C
Bhubaneswar
Friday, March 29, 2024
Homeଓଡିଶାଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀ ପ୍ରତିବାଦରେ ଶୋଭାଯାତ୍ରା

ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀ ପ୍ରତିବାଦରେ ଶୋଭାଯାତ୍ରା

କେନ୍ଦ୍ରାପଡ଼ା : ଅର୍ଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀ ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲା ବିଜେପି ତରଫରୁ ଆଜି ଶୋଭାଯାତ୍ରା କରାଯାଇ ପ୍ରତିବାଦ କରାଯାଇଛି। ଶତାଧିକ ପୁରୁଷ ଓ ମହିଳା ବିଜେପି କର୍ମୀ ଆଜି ପୂର୍ବାହ୍ନରେ କେନ୍ଦ୍ରାପଡା ସହରର ତିନିମୁହଁ।ଣି ଛକ ଠାରେ ଏକତ୍ରିତ ହେବା ପରେ ଏକ ଶୋଭାଯାତ୍ରାରେ ବାହାରି କେନ୍ଦ୍ରାପଡା ଏସ ପି ଙ୍କ ଅଫିସ୍ କୁ ଯାଇଥିଲେ। ସେଠାରେ ବିଜେପି କର୍ମୀ ଓ ନେତାମାନେ ବିଭିନ୍ନ ଶ୍ଳୋଗାନ ଦେଇ ମହାରାଷ୍ଟ୍ରରେ ସରକାରର ସାମ୍ବାଦିକ ଦମନ ନୀତିକୁ ନିନ୍ଦା କରିବା ସହ ଅରଣ୍ଣବ ଗୋସ୍ବାମୀଙ୍କ ଗିରଫଦାରୀକୁ ନିନ୍ଦା କରିଥିଲେ। ଶେଷରେ କେନ୍ଦ୍ରାପଡା ଏସପି ନିତିଶେଖରଙ୍କୁ ବିଜେପି ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯାଇଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking