33.1 C
Bhubaneswar
Wednesday, April 24, 2024
Homeଓଡିଶାକାର୍ତ୍ତିକ ମାସ ପ୍ରଥମ ସୋମବାରେ ତୁଳସୀକ୍ଷେତ୍ରରେ ଭକ୍ତଙ୍କ ଭିଡ

କାର୍ତ୍ତିକ ମାସ ପ୍ରଥମ ସୋମବାରେ ତୁଳସୀକ୍ଷେତ୍ରରେ ଭକ୍ତଙ୍କ ଭିଡ

କେନ୍ଦ୍ରାପଡ଼ା : କାର୍ତ୍ତିକ ମାସ ପ୍ରଥମ ସୋମବାରେ ତୁଳସୀକ୍ଷେତ୍ରରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଛି। ସକାଳୁ ସକାଳୁ ହବିଷାଳିମାନେ ଶ୍ରୀବଲଦେବଜୀଉଙ୍କ ମନ୍ଦିର ସମ୍ମୁଖରେ ପହଞ୍ଚି ଭକ୍ତି ନିବେଦନ ଅପମୃତ୍ଯୁ କରିଛନ୍ତି। କୋଡିଏ କଟକଣା ଯୋଗୁ ଭକ୍ତମାନେ ମନ୍ଦିର ଭିତରକୁ ଯାଇ ନପାରି ମନ୍ଦିର ସମ୍ମୁଖରେ ଥିବାବ ଛୋଟ ମନ୍ଦିର ନିକଟରେ ପୂଜାଚନା କରିଛନ୍ତି। ମନ୍ଦିର ବାହାରେ ରାଧାଦାମୋଦରଙ୍କ ପୂଜା କରି ଭକ୍ତଙ୍କ ସନ୍ତୁଷ୍ଟ ହେବାକୁ ପଡିଛି। ଭକ୍ତମାନେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଭିତରକୁ ଯାଇ ନପାରିବାରୁ ଶ୍ରୀଜୀଉଙ୍କ ଦିଶନ କରି ନପାରି ଦୁଃଖ ପ୍ରକାଶ କରିଛନ୍ତି। ବିଶ୍ବାସ ରହିଛି କେତେକ ମାସରେ କାତିକ ବ୍ରତ ପାଳନ କଲେ ବିଶେଷ ପୂଣ୍ୟ ମିଳିଥାଏ। ସେଥିପାଇଁ କାରତିକ ମାସରେ ବ୍ରତ ପାଳନ ସହ ଶ୍ରୀବଳଦେଜୀଉଙ୍କ ଦରଶନ ପାଇଁ ତୁଳସୀଖେତ୍ରରେ ଭକ୍ତଙ୍କ ଭିଡ ହୁଏ। କିନ୍ତୁ ଏ ବର୍ଷ କାରତିକ ମାସରେ ପ୍ରଥମ ସୋମବାର ତୁଳସୀକ୍ଷେତ୍ରରେ ଭକ୍ତଙ୍କ ଭିଡ ହୋଇଥିଲେ ବି ଭକ୍ତମାନେ ମନ୍ଦିର ଭିତରକୁ ଯାଇ ଶ୍ରୀଜୀଉଙ୍କ ଦର୍ଶନ କରିପାରି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking